ଚାଲି ଚାଲି ଯାଉଥିବା ବେଳେ ଚାପିଦେଲା କ୍ରେନ୍, ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | October 13, 2021 IST

ଗଜପତି ୧୩।୧୦: କ୍ରେନ୍ ଚକ ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ । ଗଜପତି ଜିଲ୍ଲା ପାଟପାଟଣା ନାକା ପଏଣ୍ଟ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ପାତପାଟଣା ନାକା ପଏଣ୍ଟ ନିକଟରେ ଚାଲି ଯାଉଥିବା ବେଳେ ବୃଦ୍ଧ ଉପରେ ଚଢିଗଲା କ୍ରେନ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ପାଟପାଟଣାର ବୋଲି ଜଣାପଡିଛି । ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.