Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ବୃଦ୍ଧାଙ୍କୁ ଦଳି ମାରିଦେଲା ହାତୀ

26/06/2020 at 9:30 AM

ସୁନ୍ଦରଗଡ ୨୬।୬: ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କେନ୍ଦୁଡିହି ଅଞ୍ଚଳରେ ହାତୀ ଉପଦ୍ରବ । ଜଣେ ବୃଦ୍ଧାଙ୍କୁ ଦଳି ମାରି ଦେଲା ହାତୀ । ପଞ୍ଚାୟତର କୋଡବାହଲ ଏବଂ ବାଦୀବାହଲ ଅଞ୍ଚଳ ଗୁରୁବାର ରାତିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ସୂଚନାଯୋଗ୍ୟ ଯେ, କୋଡବହାଲର ନେନି ଉର୍ମା ନାମକ ବୃଦ୍ଧା ଭୋରୁ ଭୋରୁ ଶୌଚ ହେବା ପାଇଁ ଘରୁ ବାହାରି ନିକଟ ବୁଦାଳିଆ ଜଙ୍ଗଲ ଆଡକୁ ଯାଉଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ବାଦୀବାହଲ ଗାଁରେ ଦୁଇଟି ଦୋକାନ ଘର ଭାଙ୍ଗି ଜିନିଷ ପତ୍ର ଖାଇବା ସହ ନଷ୍ଟ କରିଦେଇଛି । ଏହାସହ ଅନେକ ଚାଷ ମଧ୍ୟ ନଷ୍ଟ କରିଛି। 

   Related Posts