Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଡାକ୍ତରଖାନାରୁ ଡାକି ନେଇ ୭୦ବର୍ଷର ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ! ଅଚେତ ଅବସ୍ଥାରେ ଉଦ୍ଧାର

29/04/2021 at 2:21 PM

ଢେଙ୍କାନାଳ ୨୯।୪: ୭୦ବର୍ଷର ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସଂଜ୍ଞାହୀନ ଅବସ୍ଥାରେ ବୃଦ୍ଧାଙ୍କୁ ପକାଇ ପଳାଇଗଲେ ଦୁଷ୍କର୍ମକାରୀ । ଗୁରୁତର ଅବସ୍ଥାରେ ପୀଡିତା ବୃଦ୍ଧାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଖ୍ୟ ଡାକ୍ତରଖାନାର ଦୁଇ ଠିକା କର୍ମଚାରୀଙ୍କୁ ଅଟକ ରଖି ପୋଲିସ ଛାନଭିନ ଜାରି ରଖିଛି । ପୀଡିତା ବୃଦ୍ଧା ନିଜ ନାତୁଣୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଥିଲେ । ପୀଡିତା ବୃଦ୍ଧା ଜଣଙ୍କ ଗଁନ୍ଦିଆ ଥାନା ଅଞ୍ଚଳର ବୋଲି ଜଣାପଡିଛି ।

   Related Posts