ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

Published By : Prameya-News7 Bureau | July 09, 2019 IST

କେନ୍ଦୁଝର ୯|୭:  କେନ୍ଦୁଝର ଜିଲ୍ଲା ବାଂଶପାଳରେ ହାତୀ ଆତଙ୍କ । ଦନ୍ତା ହାତୀ ଆକ୍ରମଣ ରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବାଂଶପାଳ ଅନ୍ତର୍ଗତ ଦଅଂଳା ମୁଣ୍ଡା ସାହିରେ ଏହି ଘଟଣା ଘଟିଛି । ମୃତକ ହେଲେ ମୁଣ୍ଡାସାହିର କଦମି ମୁଣ୍ଡା । ରାତିରେ ଘର ବାହାରେ ବୃଦ୍ଧାଜଣଙ୍କ ଛିଡା ହୋଇଥିବା ବେଳେ ଦନ୍ତା ତାଙ୍କୁ ଦଳି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.