Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପଦ୍ମ ତୋଳିବାକୁ ଯାଇ ବୁଡି ଗଲେ ବୃଦ୍ଧ

16/11/2019 at 9:57 PM

ପୁଇଁତଳା (ବଲାଙ୍ଗୀର) ୧୬।୧୧ – ପଦ୍ମ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ବୃଦ୍ଧ । ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଦନ ମହାକୁର ।


ଗଦନଙ୍କ ବୟସ ୬୦ ବର୍ଷ ସେ ଜୁହ୍ନ।ପଦର ଗାଁରେ ପଦ୍ମଫୁଲ ତୋଳିବାକୁ ଯାଇଥିବା ସମୟରେ ବୁଡି ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

   Related Posts