Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ବୃଦ୍ଧ, ସିସିଟିଭିରେ କଏଦ ହେଲା ଦୃଶ୍ୟ

29/03/2019 at 10:17 AM

ଢେଙ୍କାନାଳ ୨୯|୩ :  ମୃତ୍ୟୁ କେତେବେଳେ ଆଉ କେମିତି ଆସେ ତାହା କେହି ଜାଣି ପାରିବେ ନାହିଁ। ତେବେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା ଲୋକ ଖୁବ କମ୍ । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ବୃଦ୍ଧ । ଏହି ଘଟଣାର ଦୃଶ୍ୟ ଏବେ କଏଦ ହୋଇଛି ସିସିଟିଭିରେ ।

ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବୀରୋଡ଼ ରେଞ୍ଜର ଡମୋଳ ଗାଁରେ । ଗାଁର ପ୍ରେମାନନ୍ଦ ମହାନ୍ତିଙ୍କ କଦଳୀ ବାଡ଼ିରେ ଜଗୁଆଳୀ ଭାବେ କାମ କରୁଥିଲେ ସୌରା ସାମଲ । ଗୁରୁବାର  ଅପରାହ୍ନ ୩ଟା ବେଳକୁ ବାଡ଼ିରେ ସୌରା  କଦଳୀ ଗଛ ଲଗାଉଥିବା ସମୟରେ ହଠାତ ଏକ ଦନ୍ତା ସୌରାଙ୍କୁ ପଛରୁ ଆକ୍ରମଣ କରିବାପାଇଁ ଗୋଡାଇଥିଲା।

ଯାହା ବାଡିରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦୀ ହୋଇଛି। ଅଞ୍ଚଳରେ ହାତୀ ଉପଦ୍ରବ ଏକ ବଡ଼ ମୁଣ୍ଡ ବ୍ୟଥା ପାଲଟି ଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଠା ସାଜିଛି । ଏହି ଅଞ୍ଚଳରେ ହାତୀ ପଲ ଏବେ ସ୍ଥାନୀୟ ଅଞ୍ଚଳରେ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି  ।

   Related Posts