Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ଗୋବର ଗ୍ୟାସ୍ ଟାଙ୍କିରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଉଦ୍ଧାର

17/03/2019 at 2:48 PM

ନିଆଳି ୧୭|୩ : ଗେ।ବର ଗ୍ୟାସ ଟାଙ୍କିରୁ ନିଖେ।ଜ ବୃଦ୍ଧଙ୍କ ଅସ୍ତି କଙ୍କାଳ ଓ ଲୁଗା ଉଦ୍ଧାର କରାଯାଇଛି । ନିଆଳି ଶଗଡାଇଲେ ପଞ୍ଚାୟତ କଟିକଟ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଧୃବ ସାହୁ ।

ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ ତଳୁ ନିଖୋଜ ଥିଲେ ବୃଦ୍ଧ ଧୃବ ସାହୁ । ତେବେ ଧୃବ ସାହୁଙ୍କ ପିନ୍ଧା ଲୁଗା, ଟର୍ଚ୍ଚ ଲାଇଟ୍ ଓ ଅସ୍ତିକଙ୍କାଳ ଜବତ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts