ଗୋବର ଗ୍ୟାସ୍ ଟାଙ୍କିରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଉଦ୍ଧାର

Published By : Prameya-News7 Bureau | March 17, 2019 IST

ନିଆଳି ୧୭|୩ : ଗେ।ବର ଗ୍ୟାସ ଟାଙ୍କିରୁ ନିଖେ।ଜ ବୃଦ୍ଧଙ୍କ ଅସ୍ତି କଙ୍କାଳ ଓ ଲୁଗା ଉଦ୍ଧାର କରାଯାଇଛି । ନିଆଳି ଶଗଡାଇଲେ ପଞ୍ଚାୟତ କଟିକଟ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଧୃବ ସାହୁ ।

ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ ତଳୁ ନିଖୋଜ ଥିଲେ ବୃଦ୍ଧ ଧୃବ ସାହୁ । ତେବେ ଧୃବ ସାହୁଙ୍କ ପିନ୍ଧା ଲୁଗା, ଟର୍ଚ୍ଚ ଲାଇଟ୍ ଓ ଅସ୍ତିକଙ୍କାଳ ଜବତ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.