Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଜମିବାଡି ବିବାଦରୁ ଜଣଙ୍କୁ ହତ୍ୟା, ୨ ଆହତ : ଜଣେ ଅଟକ

28/10/2019 at 9:38 AM

ଜଗତସିଂହପୁର ୨୮/୧୦: ଜଗତସିଂହପୁର ରଘୁନାଥପୁର ଥାନା ଜଗନ୍ନାଥପୁରପାଟଣା ଗାଁରେ ହତ୍ୟାକାଣ୍ଡ ଘଟିଛି । ଜମିବାଡି ବିବାଦକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି ଏବଂ ୨ ଆହତ ହୋଇଛନ୍ତି ।

ଦୁଇ ପରିବାର ମଧ୍ୟରେ ସଂଘର୍ଷରୁ ତୁମୁଳକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଛି । ମୃତକ ହେଲେ ପାଟଣା ଗାଁର ଇନ୍ଦ୍ରମଣୀ ସେଠୀ । ରଘୁନାଥପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

   Related Posts