ଜମିବାଡି ବିବାଦରୁ ଜଣଙ୍କୁ ହତ୍ୟା, ୨ ଆହତ : ଜଣେ ଅଟକ

Published By : Prameya-News7 Bureau | October 28, 2019 IST

ଜଗତସିଂହପୁର ୨୮/୧୦: ଜଗତସିଂହପୁର ରଘୁନାଥପୁର ଥାନା ଜଗନ୍ନାଥପୁରପାଟଣା ଗାଁରେ ହତ୍ୟାକାଣ୍ଡ ଘଟିଛି । ଜମିବାଡି ବିବାଦକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି ଏବଂ ୨ ଆହତ ହୋଇଛନ୍ତି ।

{"id":175742}

ଦୁଇ ପରିବାର ମଧ୍ୟରେ ସଂଘର୍ଷରୁ ତୁମୁଳକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଛି । ମୃତକ ହେଲେ ପାଟଣା ଗାଁର ଇନ୍ଦ୍ରମଣୀ ସେଠୀ । ରଘୁନାଥପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.