Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

20/08/2020 at 2:26 PM

ଆନନ୍ଦପୁର ୨୦।୮: କୁଶେଇ ନଦୀର ଦେଓଗାଁ ଘାଟଠାରେ ବୁଡିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଭଗତ ମୁଖି । ସେ ଗତକାଲି ରାତିରେ ଶୌଚ ହେବାକୁ ନଦୀକୁ ଯାଇଥିବା ସମୟରେ ଗୋଡ ଖସିଯିବାରୁ ନଦୀରେ ବୁଡିଯାଇଥିବା ଜଣାପଡିଛି । ମୃତଦେହ ଉଦ୍ଧାର ପରେ ଆନନ୍ଦପୁର ଡାକ୍ତରଖାନା ବ୍ୟବଚ୍ଛେଦ କରାଯାଇଛି । ଏହି ଘଟଣାରେ ଘସିପୁରା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

   Related Posts