Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗାଧୋଇବାବେଳେ ଅଘଟଣ, କଙ୍କା ନାଳରେ ଭାସିଗଲେ ବୃଦ୍ଧ, ମିଳିନି ପତ୍ତା

6/10/2021 at 5:03 PM

ଢେଙ୍କାନାଳ ୦୬।୧୦: ନାଳରେ ଗାଧୋଇବାବେଳେ ଅଘଟଣ ।  ପାଣି ସ୍ରୋତରେ ଭାସିଗଲେ ବୃଦ୍ଧ। ଏ ପର୍ଯ୍ୟନ୍ତ ବୃଦ୍ଧଙ୍କ କୌଣସି ଖୋଜ ଖବର ମିଳିନି।  ଏପରି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କଙ୍କା ନାଳରେ । ବୃଦ୍ଧ ଜଣଙ୍କ ସ୍ଥାନୀୟ ବାଇସିଂହା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ବୋଲି ଜଣାପଡିଛି। ଖବର ପାଇ ଆଖ ପାଖ ଅଞ୍ଚଳର ଗ୍ରାମବାସୀ ନାଳ ପାଖରେ ରୁଣ୍ଡ ହୋଇଛନ୍ତି । ଗଁନ୍ଦିଆ ଦମକଳ ବାହିନୀ ପହଂଚି  ନାଳରେ ନିଖୋଜ ବୃଦ୍ଧଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି । ମାତ୍ର ନିଖୋଜ ବୃଦ୍ଧଙ୍କ ପତ୍ତା ମିଳିନାହିଁ।

   Related Posts