ବୃଦ୍ଧଙ୍କ ଉପରେ ଛିଣ୍ଡିପଡିଲା ବିଦ୍ୟୁତ୍ ତାର, ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | September 26, 2019 IST

ସୋର ୨୬|୯: ଔପଦା ବ୍ଲକ୍ ବଡ଼ପୋଖରୀ କନ୍ଦିପୁର ଗ୍ରାମରେ ଜଣେ ବୃଦ୍ଧ ବୈଦ୍ୟନାଥ ନାୟକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଗତକାଲି ରାତିରେ ତାଙ୍କର ଘର ପାଖରେ ଦୋକାନରେ ଶୋଇଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ଯାଇ ତାଙ୍କ ଉପରେ ପଡି ଯାଇଥିବାରୁ ବୈଦ୍ୟନାଥଙ୍କର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି । ତେବେ ଆଜି ସଖାଳେ ତାଙ୍କୁ ଘର ଲୋକ ଔପଦା ମେଡିକଲକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.