ଫୁଲ ତୋଳୁଥିବା ବେଳେ ବଜ୍ରାଘାତରେ ବୃଦ୍ଧ ମୃତ

Published By : Prameya-News7 Bureau | June 06, 2019 IST

ମାର୍ଶାଘାଇ ୬|୬: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବର୍ଷା ସହ ବଜ୍ରପାତରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବଜ୍ରାଘାତରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗରଜଙ୍ଗା ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଶରତ ଚନ୍ଦ୍ର ମହାନ୍ତି । ସେ ସକାଳେ ଫୁଲ ତୋଳୁଥିବା ବେଳେ ସେ ଏଭଳି ଅଘଟଣର ଶିକାର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.