ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ
15/06/2019 at 8:19 AM

ଆଠଗଡ ୧୫|୬: କଟକ ଜିଲ୍ଲା ଆଠଗଡ ହରିଡାପସି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କାଳିଆ ବେହେରା । ଆଜି ସକାଳୁ ସେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଦନ୍ତା ହାତୀ କାଳିଆଙ୍କ ମୁଣ୍ଡ ଗଣ୍ଡିକୁ ଅଲଗା କରିଦେଇଛି ।