ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | December 09, 2018 IST

ଢେଙ୍କାନାଳ ୯/୧୨: ଭାଲୁ ଆକ୍ରମଣରେବୃଦ୍ଧଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ପରଜଙ୍ଗ ଥାନାବଶୋଇ ଗାଁର ଯାତରା ସାହି। ଗତକାଲିଠାରୁ ଜଙ୍ଗଲକୁ ଯାଇ ନିଖୋଜ ଥିଲେ। ଆଜି କ୍ଷତବିକ୍ଷତ ଅବସ୍ଥାରେବଶୋଇ ଗ୍ରାମର ଜଙ୍ଗଲରୁ ମିଳିଲା ମୃତଦେହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.