Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋର ଷ୍ଟେସନ ନିକଟରେ ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

16/04/2019 at 7:59 AM

ସୋର ୧୬|୪: ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ ଉତ୍ତର ଦିଗ ମୁଳିସିଂ ରେଳ ଗେଟ୍ ନିକଟରେ ଜଣେ ଅଜଣା ବୃଦ୍ଧଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି । ଅପ୍ ଲାଇନରେ ବୃଦ୍ଧଙ୍କ ମୃତଦେହ ରାତିରେ ମୃତ ଅବସ୍ଥାରେ ପଡିଥିବା ବେଳେ ବାଲେଶ୍ବର ଜିଆରପି ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ନେଇଯାଇଛି। ଗତ ରାତିରେ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଟ୍ରେନରୁ ଖସି ପଡିଛନ୍ତି ତାହା ଜଣାପଡି ନାହଁ।

   Related Posts