ସୋର ଷ୍ଟେସନ ନିକଟରେ ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | April 16, 2019 IST

ସୋର ୧୬|୪: ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ ଉତ୍ତର ଦିଗ ମୁଳିସିଂ ରେଳ ଗେଟ୍ ନିକଟରେ ଜଣେ ଅଜଣା ବୃଦ୍ଧଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି । ଅପ୍ ଲାଇନରେ ବୃଦ୍ଧଙ୍କ ମୃତଦେହ ରାତିରେ ମୃତ ଅବସ୍ଥାରେ ପଡିଥିବା ବେଳେ ବାଲେଶ୍ବର ଜିଆରପି ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ନେଇଯାଇଛି। ଗତ ରାତିରେ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଟ୍ରେନରୁ ଖସି ପଡିଛନ୍ତି ତାହା ଜଣାପଡି ନାହଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.