ଶ୍ରୀମନ୍ଦିର ଭିତରେ ପଡି ହବିଷିଆଳି ଗୁରୁତର
Published By : Prameya-News7 Bureau | November 14, 2018 IST
ପୁରୀ ୧୪/୧୧: ଶ୍ରୀମନ୍ଦିର ଭିତରେ ପଡି ହବିଷିଆଳି ଗୁରୁତର ହୋଇଛନ୍ତି। ଜୟ ବିଜୟ ଦ୍ବାର ନିକଟରେ ବ୍ୟାରିକେଡ ପଡି ଗୋଡ ଭାଙ୍ଗିଯାଇଛି। ଗୁରୁତର ହବିଷିଆଳି ପୁରୀ ସଦର ବାଲିପୁଟ ଅଞ୍ଚଳର ବିଳାସିନୀ ବେହେରା। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।