ସେପ୍ଟେମ୍ବର ୯ରୁ ଓଜେଇଇ, ସରିବ ୧୫ରେ
11/08/2020 at 2:46 PM

ଭୁବନେଶ୍ବର ୧୧।୮: ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ ଓଜେଇଇ । ୧୫ ଯାଏଁ ଏହା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ୧୬ ଜିଲ୍ଲାର ସରକାରୀ ପଲିଟେକନିକ୍ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ତରଫରୁ ଚିଠି ଲେଖାଯାଇଛି ।
ଚଳିତ ବର୍ଷ ପ୍ରଥମଥର ପାଇଁ କମ୍ପ୍ୟୁଟର ମାଧ୍ୟମରେ ଓଜେଇଇ ପରୀକ୍ଷା ହେବ । ଓଜେଇଇ ଓ ଟିସିଏସର ଅଧିକାରୀ କଲେଜ ପରିଦର୍ଶନ କରି ପରୀକ୍ଷାକେନ୍ଦ୍ର ଚୟନ କରିବେ । ଅଧ୍ୟକ୍ଷମାନଙ୍କୁ ଏଥିରେ ସହଯୋଗ କରିବାକୁ ଚିଠିରେ କୁହାଯାଇଛି ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021