Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ବାଲେଶ୍ବର ବାହାନଗା ବଜାରର ଷ୍ଟେସନରେ ତେଲ ବୋଝେଇ ଟ୍ରେନରୁ ତେଲ ଲିକ୍: ସୁଯୋଗ ପାଇ ସ୍ଥାନୀୟ ଲୋକେ ଲୁଟିଲେ ତେଲ

18/11/2018 at 11:27 AM

ବାଲେଶ୍ବର ୧୮/୧୧: ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ରେଳ ଷ୍ଟେସନରେ ଆସନ୍ତା  କାଲି ସନ୍ଧ୍ୟାରେ  ଏକ ତେଲ ବୋଝେଇ ଟ୍ରେନ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ବାହାନଗା ଷ୍ଟେସନ ଠାରେ ଇଞ୍ଜିନଟି ତେଲଡବାକୁ ଛାଡ଼ି ଚାଲି ଯାଇଥିଲା  ଉକ୍ତ ଟ୍ରେନରେ ୫୨ ଟି ଡବା ଥିଲା ।ସେଥିରେ ୨ଟି ତେଲ ଡବାରେ ତେଲ ଲିକ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକ ତେଲ ଲୁଟ କରୁଥିବାର ଘଟଣା ନଜରକୁ ଆସିଥିବା ଘଟଣା ସମ୍ପର୍କରେ ଖବର ନେବାରୁ ଜଣା ପଡ଼ିଲାଯେ ପାରାଦୀପରୁ ତେଲ ବୋଝେଇ ହୋଇ ବାଲେଶ୍ବର ସୁବାରାମପୁର ଡିପକୁ ତେଲ ବୋଝେଇ ହୋଇ ଯାଉଥିବା ସମୟରେ ବାହାନଗା ଷ୍ଟେସନଠାରେ ଟ୍ରେନ ଟି କୌଣସି କାରଣରୁ ଅଟକିଥିଲା। ଅଟକିବା ପରେ ଜଣା ପଡିଲା କି ୨ଟି ଟ୍ରେନ ଡ଼ବାରୁ ତେଲ ଲିକ ହେଉଛି ବୋଲି। ସୁଯୋଗ ପାଇ ସ୍ଥାନୀୟ ଲୋକମାନେ ତେଲ ଲୁଟିଥିଲେ।

   Related Posts