Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

କଥା ହେଲେ ଦେବାକୁ ପଡିବ ୧୫୦ ଟଙ୍କା ଜରିମନା : ଘଟଣାରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଓଏଚଆରସି

3/04/2021 at 10:36 AM

ପଟ୍ଟାମୁଣ୍ଡାଇ ।୪: କଥା ହେଲେ ଦେବାକୁ ପଡିବ ୧୫୦ ଟଙ୍କା ଜରିମନା ଘଟଣାରେ ନୂଆ ମୋଡ । ଗତ ଜାନୁୟାରୀ ମାସ ୨୬ ତାରିଖରେ ନ୍ୟୁଜ୍ ସେଭେନରେ ଖବର ପରିବେଷଣ ପରେ ଆକ୍ସନ ମୋଡକୁ ଆସିଛି ଓଏଚଆରସି । ମାନବାଧିକାର କମିଶନ ଓଡିଶା କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିବା ସହିତ ଆସନ୍ତା ୩୦ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜନଗର ଶୀଳ ପୋଖରୀ ଗାଁରେ ଖଗେଶ୍ବର ଦାସ ଓ ତାଙ୍କ ସହିତ ଅନ୍ୟ କେତେକ ପରିବାର ଲୋକଙ୍କୁ କାଙ୍ଗାରୁ କୋର୍ଟ ବସାଇ ବାସନ୍ଦ କରାଯାଇଥିଲା । ଯଦି ବାସନ୍ଦ ହୋଇଥିବା ପରିବାର ଲୋକଙ୍କ ସହିତ କେହି କଥା ହୁଏ ତେବେ ସେହି ବ୍ୟକ୍ତିକୁ ୧୫୦ ଟଙ୍କା ଜରିମନା ଦେବାକୁ ପଡିବ ବୋଲି କାଙ୍ଗାରୁ କୋର୍ଟରେ ନିର୍ଦ୍ଦେଶ ଦିଆଯାଇଥିଲା । ଏ ନେଇ ନ୍ୟୁଜ୍ ସେଭେନ୍ ଖବର ପରିବେଷଣ କରିଥିଲା ।

   Related Posts