ଭିଜିଲାନ୍ସ ଜାଲରେ ସ୍ତ୍ରୀ OFS, ସ୍ୱାମୀ OAS

Published By : Prameya-News7 Bureau | August 30, 2018 IST

ସ୍ତ୍ରୀ ଓଏଫସ୍, ସ୍ବାମୀ ଓଏଏସ୍ । ଜଣେ ୧୯୯୯ ବ୍ୟାଚର ରାଜ୍ୟ ଅର୍ଥନୈତିକ ସେବା ଅଧିକାରୀ, ଆଉ ଜଣେ ୨୦୦୫ ବ୍ୟାଚର ରାଜ୍ୟ ପ୍ରାଶାସନିକ ସେବା ଅଧିକାରୀ । ଜଣେ ଓପେପାର ଚିଫ୍ ଆକାଉଣ୍ଟସ୍ ଅଫିସର ତ ଅନ୍ୟ ଜଣେ ଛତ୍ରପୁର ତହସିଲଦାର । ହେଲେ ଏମାନେ ହେଉଛନ୍ତି ସର୍ବଗିଳା । ଦରମା ଖାଇବାକୁ ଘରେ ଲୋକ ନଥିବେ, ହେଲେ ସ୍ବାମୀ-ସ୍ତ୍ରୀ ଏତେ ଗିଳିଛନ୍ତି ଯେ, ଏବେ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.