ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ଭିଜିଲାନ୍ସ ଜାଲରେ ସ୍ତ୍ରୀ OFS, ସ୍ୱାମୀ OAS

30/08/2018 at 2:59 PM

ସ୍ତ୍ରୀ ଓଏଫସ୍, ସ୍ବାମୀ ଓଏଏସ୍ । ଜଣେ ୧୯୯୯ ବ୍ୟାଚର ରାଜ୍ୟ ଅର୍ଥନୈତିକ ସେବା ଅଧିକାରୀ, ଆଉ ଜଣେ ୨୦୦୫ ବ୍ୟାଚର ରାଜ୍ୟ ପ୍ରାଶାସନିକ ସେବା ଅଧିକାରୀ । ଜଣେ ଓପେପାର ଚିଫ୍ ଆକାଉଣ୍ଟସ୍ ଅଫିସର ତ ଅନ୍ୟ ଜଣେ ଛତ୍ରପୁର ତହସିଲଦାର । ହେଲେ ଏମାନେ ହେଉଛନ୍ତି ସର୍ବଗିଳା । ଦରମା ଖାଇବାକୁ ଘରେ ଲୋକ ନଥିବେ, ହେଲେ ସ୍ବାମୀ-ସ୍ତ୍ରୀ ଏତେ ଗିଳିଛନ୍ତି ଯେ, ଏବେ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ ।

   Related Posts