ଖରାରେ ପୁରା ରାଜ୍ୟ ଜଳୁଛି । ପ୍ରଚଣ୍ଡ ଖରା ଓ ଗରମରେ ରାଜ୍ୟବାସୀ ଡହଳବିକଳ ହେଉଛନ୍ତି । ଗରମେ ଏତେ ହେଉଛି ଯେ କୁଲର ପଙ୍ଖା ଆଉ କାମ କରୁନି । ଏପଟେ ଏସି କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହେଉନି । କିନ୍ତୁ ଏବେ ଆଉ ଚିନ୍ତା କରିବା ଦରକାର ନାହିଁ । ଏବେ ଏସି ଶସ୍ତାରେ ମିଳୁଛି ।
{"id":119488}ଆମାଜନ, ଟାଟା କ୍ଲିକ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ ୱେବସାଇଟ ଅଲଗା ଅଲଗା ବ୍ରାଣ୍ଡର ଏସି ଉପରେ ୪୦ ପ୍ରତିଶତ ରିହାତି ଦେଉଛି । ୩ ଷ୍ଟାର ଇନଭଟର ଏସି, ୧ ଟନ୍ ଵାଲା ମାତ୍ର ୨୫ ହଜାରରେ ମିଳୁଛି ।
{"id":119496}ଠିକ ସେହିଭଳି ୧.୫ ୩ ଷ୍ଟାର ଟନ ଏସି ୪୧ ପ୍ରତିଶତ ରିହାତି ଦରରେ ମିଳୁଛି । ରିହାତିରେ ଏସି ୩୦ ହଜାର ୯୦୦ ଟଙ୍କାରେ ମିଳୁଛି । ଅନ୍ୟ ଅଫର ପାଇଁ ଆପଣ https://www.amazon.in/Air-Conditioners/ ସାଇଟକୁ ଯାଇ ଚେକ କରିପାରିବେ । ଅଲଗା ଅଲଗା କ୍ରେଡିଟ କାର୍ଡ ଓ ଡେବିଟ୍ କାର୍ଡରେ କିଣିଲେ ଅତିରିକ୍ତ ଅଫର ମିଳୁଛି । ଏହାଛଡା ଏଏମଆଇ ସୁବିଧା ମଧ୍ୟ ରହିଛି ।
{"id":119489,"width":584,"height":364}ଟାଟା କ୍ଲିକ ୱେବସାଇଟରେ ଅଲଗା ଲାଗ ବ୍ରାଣ୍ଡର ଏସି କିଣିଲେ ୪୪ ପ୍ରତିଶତ ରିହାତି ମିଳୁଛି । ଟାଟା କ୍ଲିକ ଅଫର https://www.tatacliq.com/search/?searchCategory=all&text=Ac:relevance:category:MSH1230 ସାଇଟକୁ ଯାଇ ଚେକ କରିପାରିବେ ।
{"id":119494,"align":"center","width":570,"height":320}ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ ମାଇକ୍ରୋମ୍ୟାକ୍ସର ୧ ଟନ୍ ଏସି ୩୨ ପ୍ରତିଶତ ରିହାତିରେ ମାତ୍ର ୨୧ ହଜାର ୪୯୯ ଟଙ୍କାରେ ମିଳୁଛି । ଫ୍ଲିପକାର୍ଟ ଅଫର ପାଇଁ https://www.flipkart.com/air-conditioners/ ସାଇଟକୁ ଯାଇ ଚେକ କରିପାରିବେ ।
{"id":119495,"width":575,"height":431}