Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ରାତିଟିଏ ପାଇଁ ମିଳିଥିଲା କୋଟିଏ ଟଂକା ଅଫର , ଏହି ହିରୋଇନ କହିଲେ ଏହା କେବଳ ଦେଖିବା ଜିନିଷ

10/03/2019 at 5:56 PM

ସିନେମା ଦୁନିଆ ଗ୍ଲାମର ଦୁନିଆ ।  ଏହି ଦୁନିଆରେ ଗୁଣ ଅପେକ୍ଷା  ରୂପକୁ ବେଶି ଗୁରୁତ୍ଵ ଦିଆହୋଇଥାଏ । ବିଶେଷକରି ହିରୋଇନମାନଙ୍କ ଡ଼ିମାଣ୍ଡ ଏହି ଦୁନିଆରେ ଥିବାରୁ ଅନେକ ଗ୍ଲାମରସ ହିରୋଇନ ଏହି ଦୁନିଆରେ ପାଦ ଦେଇଥାନ୍ତି ।

ବଲିଉଡ଼ର ହିରୋଇନଙ୍କୁ ନେଇ ଅନେକ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳିଥାଏ । କେହିକେହି ଏଦୁନିଆରେ ଖୁବ୍ ପ୍ରଂଶସା ପାଇଥିବାବେଳେ ଆଉ କେହି ବି ବଦନାମ ମୁଣ୍ଡେଇଥାନ୍ତି । ଏମିତି କିଛି ହୋରଇନ ଅଛନ୍ତି ମିଳିଛି କୋଟି କୋଟି ଟଂକାର ଅଫର କିନ୍ତୁ ଅଫରକୁ ପଛକରି ଆଗେ ଦେଖିଛନ୍ତି କ୍ୟାରିଅର ।

ରାକ୍ଷୀ ଚୌଧୁରୀ ନାମକ ଅଭିନେତ୍ରୀଙ୍କ ଭିଡ଼ିଓ ଇନଷ୍ଟାଗ୍ରାମ ଓ ଟ୍ଵିଇଟରରେ ଭାଇରାଲ ହେବାପରେ ଆସିଥିଲା ଅନେକ ବିବାଦୀୟ କମେଣ୍ଟ । ସେଥିରେ ଅନେକ ରାତିଟିଏ ପାଇଁ କେତେଦାମ୍ ବୋଲି ଉଲ୍ଲେଖ କରିଥିଲେ ।

ରାକ୍ଷୀ ଏହି କମେଣ୍ଟରେ ବେଶି ପ୍ରତିକ୍ରୟାଶୀଳ ହୋଇ ନଥିଲେ । ସେ ଲେଖିଥିଲେ ଏହା ଦେଖିବା ଜିନିଷ କେବଳ । ଏହା ତାଙ୍କ ଫିଲ୍ମ ରିଲିଜର ପୂର୍ବରୁ ଟ୍ରେଲର । ଏହା କେବଳ ଚୁମ୍ବକ ପରି ଦର୍ଶକଙ୍କୁ ଆକର୍ଷିତ କରିଥାଏ ।

ସେ ଚତୁରତାର ସହ ଏହି କଥାର ଉତ୍ତର ଦେଇଥିଲେ । ସେ କହିଥିଲେ ଫିଲ୍ମର ଆକର୍ଷଣ ପାଇଁ ଏହି ଭିଡ଼ିଓ ପୋଷ୍ଟ କରିଥିଲେ । ଏହା ହେଉଛି ଶକ୍ତି, ଦର୍ଶକଙ୍କୁ ଆକର୍ଷିତ କରିବାକୁ । ଏହା କେବଳ ଦେଖିବା ଜିନିଷ ବୋଲି କହିଥିଲେ ।

ତେଲୁଗୁ ସିନେମାର ଏହି ହଟ୍ ହିରୋଇନ ହିନ୍ଦୀ ସିନେମା ହେରାଫେରି-୩ ମାଧ୍ୟମରେ  ବଲିଉଡ଼କୁ ମଧ୍ୟ ଏଣ୍ଟ୍ରି କରିଥିଲେ ।

   Related Posts