ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

କେରଳରେ ଫସି ରହିଥିବା ଓଡ଼ିଆାଙ୍କ ନ୍ୟୁଜ ୭ ସହ ଯୋଗାଯୋଗ;ଉଦ୍ଧାର ପାଇଁ ଆକୁଳ ନିବେଦନ

19/08/2018 at 7:55 AM

କେରଳ୧୯/୮:କେରଳରେ ଓଡ଼ିଆ ଫସି ରହିଥିବା ଖବର ଆସିବା ପରେ ନ୍ୟୁଜ ୭ ସେମାନଙ୍କୁ ଖୋଜିଥିଲା ଏବଂ ତା’ର ସନ୍ଧାନ ମଧ୍ୟ ପାଇଥିଲା। କିଛି ଓଡ଼ିଆ ମଧ୍ୟ ନ୍ୟୁଜ ୭ ସହ ଯୋଗାଯୋଗ କରିଛନ୍ତି ଏବଂ ସେମାନଙ୍କ ଦୁଃଖ ବଖାଣିଛନ୍ତି। କେରଳ ବନ୍ୟାରେ କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ପଞ୍ଚାୟତର ଆଉ ୪୦ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବାର ସୂଚନା ମିଳିଛି। ସେମାନେ କେରଳର କୋଚି,ପୋଷ୍ଟରମ୍,କେରା ସ୍ଥାନରେ ଫସି ରହିଥିବାର ଜଣାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆକୁଳ ନିବେଦନ ସେମାନେ କରିଛନ୍ତି।

   Related Posts