କେରଳରେ ଫସି ରହିଥିବା ଓଡ଼ିଆାଙ୍କ ନ୍ୟୁଜ ୭ ସହ ଯୋଗାଯୋଗ;ଉଦ୍ଧାର ପାଇଁ ଆକୁଳ ନିବେଦନ

Published By : Prameya-News7 Bureau | August 19, 2018 IST

କେରଳ୧୯/୮:କେରଳରେ ଓଡ଼ିଆ ଫସି ରହିଥିବା ଖବର ଆସିବା ପରେ ନ୍ୟୁଜ ୭ ସେମାନଙ୍କୁ ଖୋଜିଥିଲା ଏବଂ ତା’ର ସନ୍ଧାନ ମଧ୍ୟ ପାଇଥିଲା। କିଛି ଓଡ଼ିଆ ମଧ୍ୟ ନ୍ୟୁଜ ୭ ସହ ଯୋଗାଯୋଗ କରିଛନ୍ତି ଏବଂ ସେମାନଙ୍କ ଦୁଃଖ ବଖାଣିଛନ୍ତି। କେରଳ ବନ୍ୟାରେ କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ପଞ୍ଚାୟତର ଆଉ ୪୦ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବାର ସୂଚନା ମିଳିଛି। ସେମାନେ କେରଳର କୋଚି,ପୋଷ୍ଟରମ୍,କେରା ସ୍ଥାନରେ ଫସି ରହିଥିବାର ଜଣାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆକୁଳ ନିବେଦନ ସେମାନେ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.