ଓଡ଼ିଆ ଶିଶୁ ସିଙ୍ଗାପୁରରେ ହେବାକୁ ଯାଉଥିବା ସୁନ୍ଦର ଶିଶୁ ପ୍ରତିଯୋଗିତାରେ : କେମିତି ଭୋଟ ଦେଇ ଜିତାଇବେ ଜାଣନ୍ତୁ

Published By : Prameya-News7 Bureau | November 28, 2018 IST

ସିଙ୍ଗାପୁର ୨୭/୧୧: ସିଙ୍ଗାପୁରରେ ହେବାକୁ ଯାଉଥିବା ସୁନ୍ଦର ଶିଶୁ ପ୍ରତିଯୋଗିତାରେ ଓଡ଼ିଆ ଶିଶୁ ଇଭାନ୍ ଅଂଶ ଗ୍ରହଣ କରିଛି। ଏହି ପ୍ରତିଯୋଗିତାରେ ଆହୁରି ୧୦୦ଜଣ ଶିଶୁ ପ୍ରତିଯୋଗୀ ଭାଗ ନେଇଛନ୍ତି। ସବୁ ଶିଶୁ ପ୍ରତିଯୋଗୀଙ୍କୁ ଭୋଟ କରି ଜିତାଇବାର ଶେଷ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିଛି। ଖୁସିର କଥା ଓଡ଼ିଆ ଶିଶୁ ଇଭାନ୍ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨ନମ୍ବରରେ ପହଞ୍ଚିଛି। ତାକୁ ଜିତାଇବା ପାଇଁ ନିମ୍ନ ଲିଙ୍କରେ କ୍ଲିକ୍ କରି ଫଟୋକୁ ଲାଇକ୍ କରନ୍ତୁ। https://www.facebook.com/sgbabycontest/photos/a.332154487337669/336541183565666/?type=3&theater ଇଭାନ୍ ସୋନପୁର ନିବାସୀ ଅଜୟ ସେଠୀ ଏବଂ ସରିତାଙ୍କ ଏକମାତ୍ର ପୁତ୍ର। ଅଜୟ ସେଠୀ ବର୍ତ୍ତମାନ ସିଙ୍ଗାପୁରରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଇଭାନଙ୍କୁ ବର୍ତ୍ତମାନ ମାତ୍ର ଦେଢ଼ ବର୍ଷ। ଇଭାନଙ୍କୁ ସପୁରୀ ଏବଂ ଅଙ୍ଗୁର ଖାଇବାକୁ ଭଲ ଲାଗେ। ସେ ଫୁଟବଲ୍ ଖେଳିବାକୁ ଭଲ ପାଏ ଏବଂ ପାଣିରେ ଖେଳିବାକୁ ଭଲ ପାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.