Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଓଡ଼ିଆ ଶିଶୁ ସିଙ୍ଗାପୁରରେ ହେବାକୁ ଯାଉଥିବା ସୁନ୍ଦର ଶିଶୁ ପ୍ରତିଯୋଗିତାରେ : କେମିତି ଭୋଟ ଦେଇ ଜିତାଇବେ ଜାଣନ୍ତୁ

28/11/2018 at 11:32 AM

ସିଙ୍ଗାପୁର ୨୭/୧୧: ସିଙ୍ଗାପୁରରେ ହେବାକୁ ଯାଉଥିବା ସୁନ୍ଦର ଶିଶୁ ପ୍ରତିଯୋଗିତାରେ ଓଡ଼ିଆ ଶିଶୁ ଇଭାନ୍ ଅଂଶ ଗ୍ରହଣ କରିଛି। ଏହି ପ୍ରତିଯୋଗିତାରେ ଆହୁରି ୧୦୦ଜଣ ଶିଶୁ ପ୍ରତିଯୋଗୀ ଭାଗ ନେଇଛନ୍ତି। ସବୁ ଶିଶୁ ପ୍ରତିଯୋଗୀଙ୍କୁ ଭୋଟ କରି ଜିତାଇବାର ଶେଷ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିଛି। ଖୁସିର କଥା ଓଡ଼ିଆ ଶିଶୁ ଇଭାନ୍ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨ନମ୍ବରରେ ପହଞ୍ଚିଛି। ତାକୁ ଜିତାଇବା ପାଇଁ ନିମ୍ନ ଲିଙ୍କରେ କ୍ଲିକ୍ କରି ଫଟୋକୁ ଲାଇକ୍ କରନ୍ତୁ।

Ibhan 14 months

Posted by Singapore Baby Contest on Wednesday, November 14, 2018

ଇଭାନ୍ ସୋନପୁର ନିବାସୀ ଅଜୟ ସେଠୀ ଏବଂ ସରିତାଙ୍କ ଏକମାତ୍ର ପୁତ୍ର। ଅଜୟ ସେଠୀ ବର୍ତ୍ତମାନ ସିଙ୍ଗାପୁରରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଇଭାନଙ୍କୁ ବର୍ତ୍ତମାନ ମାତ୍ର ଦେଢ଼ ବର୍ଷ।

ଇଭାନଙ୍କୁ ସପୁରୀ ଏବଂ ଅଙ୍ଗୁର ଖାଇବାକୁ ଭଲ ଲାଗେ। ସେ ଫୁଟବଲ୍ ଖେଳିବାକୁ ଭଲ ପାଏ ଏବଂ ପାଣିରେ ଖେଳିବାକୁ ଭଲ ପାଏ।

 

   Related Posts