ଶେଷହେଲା ଐତିହାସିକ କଟକ ବାଲିଯାତ୍ରା ; ଚଳିତବର୍ଷ ଜବରଦସ୍ତ ବେପାର କରିଛନ୍ତି ବ୍ୟବସାୟୀ

Published By : Prameya-News7 Bureau | December 03, 2018 IST

କଟକ ୦୩|୧୨: ଶେଷହେଲା ଐତିହାସିକ ବାଲିଯାତ୍ରା । ଶେଷଦିନରେ ଜବରଦସ୍ତ ବେପାର କରିଛନ୍ତି କ୍ଷୁଦ୍ର ମଧ୍ୟମ ତଥା ବୃହତ ବ୍ୟବସାୟୀମାନେ । ସେହିଭଳି କିଣାବିକା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଲୋକେ । ବାଲିଯାତ୍ରାର ଶେଷଦିନ ୱିକେଣ୍ଡ ବା ରବିବାର ଥିବାରୁ  ଅସମ୍ଭବ ଭିଡଥିଲା ଯାତ୍ରା ପଡିଆରେ । ଏବେ ପୁଣି ଅପେକ୍ଷା ଆର ବରଷକୁ । ଏଥର ଅନେକ କାରଣରୁ ବାଲିଯାତ୍ରା ବେଶ୍ ଚର୍ଚ୍ଚିତ, ଚଳିତ ବର୍ଷ ପ୍ରଥମ ଥର ଲାଗି ଯାତ୍ରାର ଅବଧି ୧୦ ଦିନ ହୋଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.