୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା

Published By : Prameya-News7 Bureau | November 15, 2020 IST

ଭୁବନେଶ୍ୱର୧୫/୧୧: ୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା। ରାଜ୍ୟ ଷ୍ଟାର୍ଟ ଅପ୍‌ ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଷ୍ଟାର୍ଟ ଅପ୍‌ ଉଦ୍ୟୋଗ ସଂଖ୍ୟା ୭୭୪କୁ ବୃଦ୍ଧି ହୋଇଛି। ଫଳରେ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶଙ୍କା ରହିଛି । ଷ୍ଟାର୍ଟ ଅପ୍‌ ପାଇଁ ପରିବେଶ ଓ ବ୍ୟବସ୍ଥା କ୍ରିୟାଶୀଳ କରିବାକୁ ନିର୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.