Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର ୧୮|୫: ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଫୋନି କ୍ଷତିଗ୍ରସ୍ତଙ୍କ ସହାୟତା ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍ ଉପରେ ଆଲୋଚନା ହେବ ।

ସେହିପରି ପଞ୍ଚଦଶ ବିଧାନସଭା ଭଙ୍ଗ କରିବା ସମ୍ପର୍କରେ ରାଜ୍ୟପାଳଙ୍କୁ ସୁପାରିଶ କରାଯିବାର କାର୍ଯ୍ୟକ୍ରମ ରହିଛି । ୨୩ରେ ଭୋଟ୍ ଗଣତି କାର୍ଯ୍ୟକ୍ରମ ଥିବାରୁ ଫଳାଫଳ ଘୋଷଣା ପରେ ନୂତନ ସରକାର ଶପଥଗ୍ରହଣ ଉତ୍ସବ ପାଇଁ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯିବ ।

109 Views

   ସମ୍ବନ୍ଧିତ ଖବର