ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ
21/12/2018 at 9:35 AM

ଭୁବନେଶ୍ବର ୨୧|୧୨: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏହି ବୈଠକ ଅପରାହ୍ନ ୪ ଟାରେ ଡକାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପୂର୍ବରୁ ସରକାର କିଛି ବଡ ପଦକ୍ଷେପ ନେଇପାରନ୍ତି । ସେହିଭଳି ଚାଷି ଋଣ ଛାଡ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପରେ ଅତିରିକ୍ତ ବେ।ନସ ପ୍ରଦାନ ଆଦି ଦାବି ଉଠୁଥିବା କାରଣରୁ ସରକାର କିଛି ପଦକ୍ଷେପ ନେଇପାରନ୍ତି ।
Related Posts
ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
21 January 2021