ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

୭ ଦଫା ଦାବି ନେଇ ଓଡିଶା ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ବିଶାଳ ରାଲି

10/09/2018 at 8:23 PM

ଓଡିଶା ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ବିଶାଳ ରାଲି । ୭ ଦଫା ଦାବି ନେଇ ସମସ୍ତ ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀ ପ୍ରତିବାଦ କରିଛନ୍ତି । ରାଜ୍ୟର ୨ ହଜାର ୭୦୮ଟି ସେବା ସମବାୟ ସମିତି ଓ ଲ୍ୟାମ୍ପର କର୍ମଚାରଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସପ୍ତମ ବେତନ ପ୍ରଦାନ, ୫ଲକ୍ଷ ଟଙ୍କାର ବୀମା ତଥା ପେନସନ୍ ପ୍ରଦାନ, ସମସ୍ତ ସମିତି ଓ ଲ୍ୟାମ୍ପର ନିଜସ୍ବ କାର୍ଯ୍ୟାଳୟ ଓ ଗୋଦାମ ଘର ସରକାରଙ୍କ ଦ୍ବାରା ନିର୍ମାଣ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ବାରମ୍ବାର ବିଭାଗୀୟ ଅଧିକାରି ତଥା ସମବାୟ ମନ୍ତ୍ରୀଙ୍କ ଠାରୁ ଧରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିପାରିନାହିଁ । ତେଣୁ ଆଜି ରାଜରାସ୍ତାକୁ ଓହ୍ଲାଇଛି ସଂଘ । ସରକାର ଦାବି ପୂରଣ ନକଲେ ଚାଷୀ ରେଜିଷ୍ଟ୍ରେସନ, ଖରିଫ ଋଣ ଲଗାଣ, ଅଣକୃଷି ଋଣ ଲଗାଣ, ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଆଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଠପ କରିଦେବାକୁ ଧମକ ଦେଇଛି ମହାସଂଘ ।

   Related Posts