Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ତାଳଚେର ଚାଇଁପାଳ ଠାରେ ଓଡିଶା ପାୱାର ଏମ୍ପ୍ଲୟିଜ ୟୁନିୟନ ପକ୍ଷରୁ ଆନ୍ଦୋଳନ ଆରମ୍ଭ

25/09/2018 at 10:22 AM

ଅନୁଗୁଳ ୨୫/୯:ତାଳଚେର ଚାଇଁପାଳ ଠାରେ ଓଡିଶା ପାୱାର ଏମ୍ପ୍ଲୟିଜ ୟୁନିୟନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ୧୧ଦଫା ଦାବିନେଇ ଅନଗୁଳ ଜିଲ୍ଲାର ସମସ୍ତ ଅସ୍ଥାୟୀ କର୍ମଚାରୀ କାମ ଛାଡ ଆନ୍ଦୋଳନ କରିଛନ୍ତି। ବିଶେଷ କରି ଅସ୍ଥାୟୀ କର୍ମଚାରୀଙ୍କୁ ଠିକାଦାରଙ୍କ ଠାରୁ ମୁକ୍ତ କରାଯାଉ। ଏବଂ ଏମାନଙ୍କୁ ସରକାରଙ୍କ ସର୍ବନିମ୍ନ ମଜୁରୀ,ଭତ୍ତା,ଇପିଏଫ ଏବଂ ଇଏସଆଇ ସୁବିଧା ଦାବି ରହିଛି। ଯଦି କାର୍ଯ୍ୟକାଳ ମଧ୍ୟରେ ଆକସ୍ମିକ ଦୁର୍ଘଟଣା ହୋଇ କୌଣସି ଶ୍ରମିକଙ୍କ ମୃତ୍ୟୁ ହୁଏ ତେବେ ସେମାନଙ୍କର ପରିବାରରୁ ଜଣଙ୍କୁ ଚାକିରୀ ସହ କ୍ଷତିପୂରଣ ଦିଆଯିବା ଦାବି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଚେତାବନୀ ଦେଇଛନ୍ତି।

   Related Posts