୬ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ କନେଷ୍ଟବଳ-ହାବିଲଦାର ମହାସଂଘ ; ବିଭିନ୍ନ ଦାବିରେ ପିନ୍ଧିବେ କଳା ବ୍ୟାଜ୍, ୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
7/02/2019 at 8:39 AM

ଭୁବନେଶ୍ବର ୭|୨: ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇବେ ପୋଲିସ୍ କନେଷ୍ଟବଳ, ହାବିଲଦାର ଓ ସୀପାହି । କଳାବ୍ୟାଜ୍ ପିନ୍ଧିବା ସହ ଆନ୍ଦୋଳନ କରିବେ । ଓଡ଼ିଶା ପୋଲିସ ସର୍ଭିସ ଆସୋସିଏସନ୍ , ଓଡ଼ିଶା ପୋଲିସ ମହାସଂଘ, ଓଡ଼ିଶା ପୋଲିସ ହାବିଲଦାର କନେଷ୍ଟବଳ ମହାସଂଘ ବିଭିନ୍ନ ଦାବିରେ ଆଜିଠାରୁ କଳାବ୍ୟାଜ୍ ପିନ୍ଧିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ସେମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ । ୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ । ୭୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ ।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021
ଶୌଚ ପାଇଁ ଯିବା ବେଳେ ଭାଉଜଙ୍କୁ ଦୁଷ୍କର୍ମ କଲେ ଦିଅର ଓ ପୁତୁରା, ଜଣେ ଅଟକ
17 January 2021
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021