କୋରାପୁଟ ଗସ୍ତରେ ଡିଜି ଅଭୟ : ଦକ୍ଷିଣ ପଶ୍ଚିମାଞ୍ଚଳର ୬ SPଙ୍କ ସହ ଆଲୋଚନା

Published By : Prameya-News7 Bureau | December 14, 2019 IST

କୋରାପୁଟ ୧୪।୧୨: କୋରାପୁଟରେ ଡିଜିପି ଅଭୟ  । ଡିଜି ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ବରିଷ୍ଠ ଅଧିକାରୀଙ୍କ ସହ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି ଅଭୟ ।

{"id":197595,"sizeSlug":"large"}

ଦକ୍ଷିଣ ପଶ୍ଚିମାଂଚଳର ୬ ଜଣ SPଙ୍କ ସହ ନକ୍ସଲ ଓ ଅନ୍ୟ ସମସ୍ୟା ନେଇ ଆଲୋଚନା । BSF ଓ CRPF ଯବାନ ବି ଏହି ବୈଠକରେ ସାମିଲ ହୋଇଛନ୍ତି । ଗୋଇନ୍ଦା ବିଭାଗ ଆଇଜି ଆର.କେ ଶର୍ମା, ଆଇ ଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲୁର ଡି.ଆଇ.ଜି ଅନିରୁଦ୍ଧ ସିଂ, ଏଡିଜି ଆଇନ ଶୃଙ୍ଖଳା ଡି ଏସ କୁଟ୍ଟେ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ବୈଠକରେ ସାମିଲ ହୋଇଛନ୍ତି । ମାଓଦମନ ଅଭିଯାନ ଜୋରଦାର କରିବା ସହ ଆଇନ ଶୃଂଖଳା ନେଇ ଆଲୋଚନା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.