Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଅକ୍ସଫୋର୍ଡ କୋଭିଡ୍ ଭ୍ୟାକ୍ସସିନ୍ ଗବେଷଣାରେ ଓଡ଼ିଶା ଲିଙ୍କ୍: ମାନବୀୟ ପରୀକ୍ଷଣରେ ସାମିଲ ହେଲେ ସମ୍ବଲପୁରର ଅଙ୍କନ ନାଏକ

21/06/2020 at 7:31 PM

ସମ୍ବଲପୁର୨୧/୬: ଲଣ୍ଡନ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ ଦି ଜେନରେ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କରାଯାଉଥିବା କୋଭିଡ-୧୯ ଟିକାର ମାନବୀୟ ପରୀକ୍ଷଣରେ ସମ୍ବଲପୁର ଅଙ୍କନ ନାଏକ ସ୍ବେଚ୍ଛାକୃତ ଭାବେ ଅଂଶ ଗ୍ରହଣ କରିଛନ୍ତି। ଗତ ଶନିବାର ସମ୍ପୂର୍ଣ୍ଣ ସ୍କ୍ରିନିଂ ଉପରେ ତାଙ୍କଠାରେ ଟିକା କରଣ କରାଯାଇଛି। ଏହି ମାନବୀୟ ପରୀକ୍ଷଣରେ ଦ୍ବିତୀୟ ଏବ ତୃତୀୟ ପର୍ଯ୍ୟାୟରେ ଦଶ ହଜାର ଲୋକଙ୍କ ଠାରେ ଏହି ଟିକାର ପରୀକ୍ଷଣ କରାଯାଉଛି। ଏହା ସଫଳ ହେଲେ ନିକଟ ଭବିଷ୍ୟତରେ କରୋନା ଭଳି ମହାମାରୀର ପ୍ରତିକାର ପାଇ ଟକା ଉତ୍ପାଦନା ଆରମ୍ଭ ହୋଇପାରିବ।

ସୂଚନାନୁସାରେ ଏହି ସଂସ୍ଥା ଭାରତର ପୁନାସ୍ଥିତ ଇନଷ୍ଟିଚ୍ୟୁଟ ସହ ଉନ୍ନତ ଓ ବିକାଶଶୀଳ ଦେଶରେ ଠିଟା ଉତ୍ପାଦନା ପାଇଁ ଅନୁମୋଦିତ ହୋଇଛି।। ଅଙ୍କନ  ହେଉଛନ୍ତି ପୂର୍ବତନ ସିଡିଏମ୍‌ଓ( ଝାରସୁଗୁଡା) ଡ. ବିନୋଦ ନାଏକଙ୍କ ପୁଅ। ଡ ନାଏକ ବର୍ତ୍ତମାନ ସମ୍ବଲପୁର ଉପକଣ୍ଠସ୍ଥ ମାଝୀପାଲି ଠାରେ ଅବସ୍ଥାନ କରୁଛନ୍ତି।

   Related Posts