ଅନର କିଲିଂ ଉପରେ କିଭଳି ରୋକ ଲାଗିବ ସେନେଇ ଚିନ୍ତାରେ ପୋଲିସ ବିଭାଗ
31/08/2018 at 11:45 PM

ଭୁବନେଶ୍ବର ୧|୯: ରାଜ୍ୟରେ ଅନର କିଲିଂ ଉପରେ କିଭଳି ରୋକ ଲାଗିବ ତାକୁ ନେଇ ଚିନ୍ତାରେ ପୋଲିସ ବିଭାଗ । ଗୃହ ବିଭାଗର ଏସଓପିକୁ କିଭଳି ଲାଗୁ କରାଯିବ ସେନେଇ ସେନେଇ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । କଙ୍ଗାରୁ କୋର୍ଟ ଚାଲିଥିବା ଅଞ୍ଚଳରେ ପୋଲିସ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଡିଜିପି କହିଛନ୍ତି ।