ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବ ଟେଲିଗ୍ରାମ ଚ୍ୟାନେଲ, ମିଳିବ ସମସ୍ତ ତଥ୍ୟ

Published By : Prameya-News7 Bureau | July 14, 2021 IST

କଟକ, ୧୪।୦୭: ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବାକୁ ଯାଉଛି ଟେଲିଗ୍ରାମ ଚ୍ୟାନେଲ । ଯେଉଁଥିରେ ଆଇନୀବୀ ମାନଙ୍କ ପାଇଁ କୋର୍ଟ  ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ । ତା ବ୍ୟତିତ ମହକିଲ ମାନେ ସେମାନଙ୍କ ମକଦ୍ଦମା, ବାବାଦୀୟ ତଥ୍ୟ, ସବିଶେଷ ତଥ୍ୟ ମଧ୍ୟ ପାଇ ପାରିବେ ।

ଏହା ବ୍ୟତିତ ହାଇକୋର୍ଟର କଜ୍ ଲିଷ୍ଟ , କୋର୍ଟଙ୍କ ବିଜ୍ଞପ୍ତି  ଇତ୍ୟାଦି ସ୍ଥାନିତ ହେବ । ତଥ୍ୟ ପାଇବା ପାଇଁ https://t.me OrrissaHighCourt ରେ ଲଗ ଇନ୍ କରିପାରିବେ । ଆସନ୍ତା ୧୯ ତାରିଖରୁ ଏହି ଚ୍ୟାନେଲ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.