Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବ ଟେଲିଗ୍ରାମ ଚ୍ୟାନେଲ, ମିଳିବ ସମସ୍ତ ତଥ୍ୟ

14/07/2021 at 9:35 PM

କଟକ, ୧୪।୦୭: ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବାକୁ ଯାଉଛି ଟେଲିଗ୍ରାମ ଚ୍ୟାନେଲ । ଯେଉଁଥିରେ ଆଇନୀବୀ ମାନଙ୍କ ପାଇଁ କୋର୍ଟ  ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ । ତା ବ୍ୟତିତ ମହକିଲ ମାନେ ସେମାନଙ୍କ ମକଦ୍ଦମା, ବାବାଦୀୟ ତଥ୍ୟ, ସବିଶେଷ ତଥ୍ୟ ମଧ୍ୟ ପାଇ ପାରିବେ ।

ଏହା ବ୍ୟତିତ ହାଇକୋର୍ଟର କଜ୍ ଲିଷ୍ଟ , କୋର୍ଟଙ୍କ ବିଜ୍ଞପ୍ତି  ଇତ୍ୟାଦି ସ୍ଥାନିତ ହେବ । ତଥ୍ୟ ପାଇବା ପାଇଁ https://t.me OrrissaHighCourt ରେ ଲଗ ଇନ୍ କରିପାରିବେ । ଆସନ୍ତା ୧୯ ତାରିଖରୁ ଏହି ଚ୍ୟାନେଲ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ସୂଚନା ଦିଆଯାଇଛି ।

   Related Posts