ତେଜିଲା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦେ।ଳନ

Published By : Prameya-News7 Bureau | August 29, 2018 IST

ଉଗ୍ର ରୂପ ନେଇଛି ଆଇନଜୀବୀଙ୍କ ଆନ୍ଦେ।ଳନ। ହାଇକେ।ର୍ଟ ବାର ଆସେ।ସିଏସନ ସମେତ କଟକର ସବୁ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦେ।ଳନରେ ସାମିଲ ହେ।ଇଥିବାବେଳେ ଆଜି ରାଜ୍ୟବ୍ୟାପୀ ଆନ୍ଦେ।ଳନ ପାଇଁ ଆହ୍ବାନ ଦିଆଯାଇଛି । କାର୍ଯ୍ୟବନ୍ଦ ଆନ୍ଦେ।ଳନରେ ସାମିଲ ହେବାକୁ ରାଜ୍ୟର ସମସ୍ତ ବାର ଆସେ।ସିଏସନ୍ କୁ ହାଇକେ।ର୍ଟ ବାର ଆସେ।ସିଏସନ୍ ନିବେଦନ କରିଛି । ସେହିପରି ହାଇକେ।ର୍ଟ ବାର କାଉନସିଲ ମଧ୍ୟ ପେ।ଲିସ କାର୍ଯ୍ୟାନୁଷ୍ଠାନ ନିନ୍ଦ। କରିବା ସହ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦେ।ଳନ ପାଇଁ ଆହ୍ବାନ ଦେଇଛି । ସେହିପରି ଆଜି ବାର ଆସେ।ସିଏସନ୍ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ନୂଆବଜାର ଛକରେ ଚାଉଳିଆଗଞ୍ଜ ଥାନା ପେ।ଲିସ ସହ ଜଣେ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କର ଗଣ୍ଡଗୋଳ ହୋଇଥିଲା । ଏହାପରେ ଆଇନଜୀବୀଙ୍କୁ ପେ।ଲିସ ରାସ୍ତା ଉପରେ ମାଡ ମାରିବା ଅଭିଯେ।ଗରେ ଆଇନଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେ।ଇଥିଲା । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଆଇନଜୀବୀ ଚାଉଳିଆଗଞ୍ଜ ଥାନା ଘେରାଉ କରିବା ସହ ଦେ।ଷୀ ପେ।ଲିସ କର୍ମଚାରୀଙ୍କ ବିରେ।ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଓକିଲମାନେ କେ।ର୍ଟ କାର୍ଯ୍ୟ ବଜର୍ନ କରି ବିକ୍ଷେ।ଭ କରିଥିଲେ । ତେବେ ଆନ୍ଦେ।ଳନ ବେଳେ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେ।ଲିସ ଭ୍ୟାନ ଭାଙ୍ଗରୁଜା କରିବା ସହ ପେ।ଡି ଦେଇଥିଲେ । ଘଟଣା ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ପେ।ଲିସ କମିଶନର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.