Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେରଳ ବନ୍ୟା ପୀଡିତଙ୍କ ପାଇଁ ପଲିଥିନ୍ ଓ ପାଲ ପଠାଗଲା

21/08/2018 at 11:03 PM

ଯାଜପୁର ୨୨/୮ : କେରଳ ବନ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ସରକାର। ଲଗାଣ ବର୍ଷା ଓ ଭୀଷଣ ବନ୍ୟା ଯୋଗୁ ଦୁର୍ଦ୍ଦିନରେ ଦିନ କାଟୁଥିବା ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଲିଥିନ ଓ ପାଲ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଘୋଷଣା ମୁତାବକ ଆଜି ଚଣ୍ଡିଖୋଲ ନିକଟ ଧାନମଣ୍ଡଳ ରେଳଷ୍ଟେସନରୁ କେରଳକୁ ୫୦୦ ଟନ୍ ପଲିଥିନ୍ ଓ ପାଲ ପଠାଯାଇଛି ।

   Related Posts