ଚାଷୀଙ୍କ ପାଇଁ କାଳିଆ ଯୋଜନା ଭରସା ହେବ କି ? : 9pm Discussion on 21st Dec 2018

Published By : Prameya-News7 Bureau | December 21, 2018 IST

wp:core-embed/youtube {"url":"https://youtu.be/71RBsv8bCRY","type":"video","providerNameSlug":"youtube","className":"wp-embed-aspect-4-3 wp-has-aspect-ratio"}
https://youtu.be/71RBsv8bCRY
/wp:core-embed/youtube

ଆଜିର ବିତର୍କ- କାଳିଆ ଭରସା ହେବ କି ?

ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ଦେଲେ ରାଜ୍ୟ ସରକାର । କାଳିଆ ଯୋଜନା ନାଁରେ କୃଷକଙ୍କ ପାଇଁ ସରକାର ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । କିଭଳି ଏବଂ କେଉଁମାନେ କାଳିଆ ଯୋଜନାରେ ଉପକୃତ ହେବେ ତାର ସ୍ପଷ୍ଟ ରୂପରେଖ ବି ପ୍ରସ୍ତୁତ ହୋଇଛି । ଏନେଇ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ମୋହର ବାଜିଛି । ଅନ୍ୟପଟେ ବିରୋଧୀ କହିଛନ୍ତି , ଚାଷୀଙ୍କୁ ଭୁଆଁ ବୁଲାଇ ପାରିବେନି ସରକାର । ଏଭଳି ପ୍ୟାକେଜ୍ ଚାଷୀଙ୍କ ଦୁଃଖ ଲାଘବ କରିପାରିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.