Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମେଡିକାଲ ବଣ୍ଡ୍ ପଲିସିରେ ପରିବର୍ତ୍ତନ, ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ ପାଇଁ ବାହାରକୁ ଗଲେ ଗଣିବେ ଫାଇନ୍

16/08/2019 at 5:28 PM

ଭୁବନେଶ୍ବର ୧୬|୮: ରାଜ୍ୟ ସରକାର ମେଡିକାଲ ବଣ୍ଡ୍ ପଲିସିରେ ପରିବର୍ତ୍ତନ । ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ ପରେ ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ ୨ବର୍ଷ କାମ କରିବାକୁ ବାଧ୍ୟ ହେବେ ।

ରାଜ୍ୟ ବାହାରକୁ ପିଜି ପଢ଼ିବାକୁ ଯାଉଥିବା ଡାକ୍ତର ଦେଢ କୋଟି ଟଙ୍କା ଓ ସୁପର ସ୍ପେଶାଲିଟି କରିବାକୁ ଯାଉଥିବା ଡାକ୍ତରଙ୍କୁ ୨ କୋଟି ଟଙ୍କା ଦେବାକୁ ପଡିବ । ଚଳିତ ବର୍ଷରୁ ଏଭଳି ପଲିସି ଲାଗୁ କରାଯିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

   Related Posts