Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଘରୋଇ ହସ୍ପିଟାଲ୍‌ରେ ମାଗଣା ମିଳିବ ଟିକା, ଏନେଇ ଏସ୍‌ଓପି ଜାରି କଲେ ରାଜ୍ୟ ସରକାର

8/05/2021 at 9:36 PM

ଭୁବନେଶ୍ୱର, ୦୮/୦୫: ରାଜ୍ୟର ସରକାରୀ ପ୍ରାୟୋଜିତ ଘରୋଇ ହସ୍ପିଟାଲ୍‌ରେ ବି ହୋଇପାରିବ ଟିକାକରଣ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏଥିପାଇଁ ଗାଇଡ୍‌ଲାଇନ୍‌ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର (ଏସ୍‌ଓପି) ଜାରି କରିଛନ୍ତି ସରକାର ।

୧୮ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୪ ବର୍ଷରୁ କମ୍‌ ବ୍ୟକ୍ତି ଏବେ ଘରୋଇ ହସ୍ପିଟାଲ୍‌ରେ ଟିକା ନେଇ ପାରିବେ । ରାଜ୍ୟ ସରକାର ଘରୋଇ ହସ୍ପିଟାଲ୍‌କୁ ମାଗଣାରେ କରୋନା ଟିକା ଯୋଗାଇଦେବା ନେଇ ଏହି ଏସ୍‌ଓପିରେ କହିଛନ୍ତି ।  ଏଥିପାଇଁ ଘରୋଇ ହସ୍ପିଟାଲ୍‌ ଗୁଡ଼ିକ ଏ ନେଇ ଡୋଜ୍‌ ପିଛା ୧୦୦ଟଙ୍କା ଆଦାୟ କରିପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି ।

   Related Posts