ବିଦା ହେଲେ ୪ କୋଚ୍‌, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | December 01, 2021 IST

ଭୁବନେଶ୍ବର ୧।୧୨: ୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ ୪ କୋଚଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଭଲିବଲ କୋଚ ପ୍ରଭାକର ତ୍ରିପାଠୀ, ବକ୍ସିଂ କୋଚ ଶଙ୍କର ଅଧିକାରୀ, ହ୍ୟାଣ୍ଡବଲ୍‌ କୋଚ ମନୋଜ ଦାସ ଓ ଭଲିବଲ୍‌ କୋଚ ଜ୍ଞ୍ୟାନେନ୍ଦ୍ର ବଢ଼େଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.