Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ରାଜ୍ୟ ବାହାରେ ଫସିଥିବା ଓଡିଆଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ତତ୍ପରତା , ନିଯୁକ୍ତ ହେଲେ ନୋଡାଲ ଅଫିସର

30/03/2020 at 8:19 AM

ଭୁବନେଶ୍ୱର ୩୦।୦୩: ବିଭିନ୍ନ ରାଜ୍ୟରେ ହଜାର ହଜାର ଲୋକ ଫସି ରହିଥିବା ବେଳେ ସେମାନଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏଥିପାଇଁ ୧୦ଟି ରାଜ୍ୟ ପାଇଁ ୧୦ ଜଣ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ଏଥିସହିତ ସେମାନଙ୍କର ନମ୍ବର ଓ ଇମେଲ ଆଇଡି ମଧ୍ୟ ଦିଆଯାଇଛି।

 ତେବେ ତେଲେଙ୍ଗାନା ପାଇଁ ଡକ୍ଟର ୟେତୁଲା ବିଜୟଙ୍କୁ ଦାୟିତ୍ବ ଦିଆଯାଇଛି । ଫୋନ ନମ୍ବର ହେଲା 0674-2323068 । ଇମେଲ ଆଇଡି vijayyeddula@gmail.com। ଯେଉଁମାନେ ତେଲେଙ୍ଗାନାରେ ଫସିଛନ୍ତି ସେମାନେ ୟେତୁଲା ବିଜୟଙ୍କୁ ଯୋଗାଯୋଗ କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିପାରିବେ।  ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ବି ପରମେଶ୍ବରନ। ଫୋନ ନମ୍ବର 0674-2393275 Email Id- dirdws@gmail.com   ।  

ପଶ୍ଚିମବଙ୍ଗରେ ଫସିଥିବା ଲୋକମାନେ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଯୋଗାଯୋଗ କରିପାରିବେ। ଫୋନ ନମ୍ବର 0674- 2390116 Email – bhaskar.sarma@gmail.com । ଗୁଜରାଟରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀ ଜୱାଲେ ନୀତିନ ଭାନୁଦାସଙ୍କ ସହିତ ଯୋଗାଯୋଗ କରିପାରିବେ। ତାଙ୍କ ଫୋନ ନମ୍ବର ହେଲା 0674-2543461 Email – nitinjawale@nic.in । ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ବ ଦିଆଯାଇଛି।  ତାଙ୍କ ଫୋନ ନମ୍ବର ହେଲା 0674-2392906 Mail- rajeshpatilias@gmail.com ।

 ତାମିଲନାଡୁ ପାଇଁ ଚିତ୍ରା ଅରୁମୁଗମଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ଫୋନ ନମ୍ବର ହେଲା 0674 2536631 mail- chitra.arumugam@nic.in ।  ବିହାର ଓ ଝାଡ଼ଖଣ୍ଡ ପାଇଁ ମହମ୍ମଦ ସାଦ୍ଦିକ ଆଲାମଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କ ଫୋନ ନମ୍ବର ହେଲା 0674-2573310 mail –mdsadiquealam@gmail.com । କେରଳ ପାଇଁ ଡକ୍ଚଟର ମୁଥୁ କୁମାରଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କର ଫୋନ ନମ୍ବର ହେଲା 0674-2395532 Mail Id- diragri.or@nic.in  ।

ଦିଲ୍ଲୀରେ ଯେଉଁମାନେ ଅଛନ୍ତି ସେମାନେ ଓଡ଼ିଶାର ବରିଷ୍ଠ ଅଧିକାରୀ ସଞ୍ଜୀବ ମିଶ୍ରଙ୍କୁ ଯୋଗାଯୋଗ କରିପାରିବେ। ତାଙ୍କର ଫୋନ ନମ୍ବର ହେଲା 0674-23018488 Mail Id- rc.odisha@gmail.com । ବାକି ରାଜ୍ୟରେ ରହିଥିବା ଓଡ଼ିଆମାନେ ବରିଷ୍ଠ ପୋଲିସ ଅଧିକାରୀ ଅମିତାଭ ଠାକୁରଙ୍କୁ ଯୋଗାଯୋଗ କରିପାରିବେ।  ତାଙ୍କର ଫୋନ ନମ୍ବର ହେଲା 0674-2533230 Mail Id- amitabh_thakur@hotmail.com ।

   Related Posts