Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ବିଏମ୍‌ସି ଅଳିଆ ବୁହା ଡମ୍ପର ଧକ୍କାରେ ରାଜ୍ୟପାଳଙ୍କ ସୁରକ୍ଷାକର୍ମୀ ଆହତ

8/11/2019 at 4:15 PM

ଭୁବନେଶ୍ବର ।୧୧: ବିଏମସି ଅଳିଆ ବୁହା ଡମ୍ପର ଧକ୍କାରେ ଏସଏସବି ଯବାନ ଆହତ ହୋଇଛନ୍ତି । ଭୁବନେଶ୍ବର ହାଉସିଂ ବୋର୍ଡ ଛକ ନିକଟରେ ରାଜ୍ୟପାଳଙ୍କ ସୁରକ୍ଷାକର୍ମୀ  ଜିତେନ  ସାହୁଙ୍କୁ ଧକ୍କା ଦେଇଥିଲା ଡମ୍ପର । ଫଳରେ ସେ  ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ୟୁନିଟ ୪ ମାର୍କେଟ୍ ପାଖରୁ  ଯବାନ ଜଣକ ହାଉସିଂ ବୋର୍ଡ ଛକ ଆଡକୁ  ଯିବାବେଳେ   ଡମ୍ପରଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଯବାନଙ୍କ​‌ ଗୋଡରେ  ଆଘାତ ଲାଗିଥିଲା । ଜନଗହଳିପୂର୍ଣ୍ଣ  ମାର୍କେଟ ଅଞ୍ଚଳରେ  ଅଳିଆ ବୁହା ଡମ୍ପରର ଡ୍ରାଇଭର ​‌​‌ବେପରୁଆ ଭାବେ ଗାଡି ଚାଳନା କରୁଥିବା ଅଭିଯୋଗ କରିଛନ୍ତି ଆହତ ଯବାନ । ଦୁର୍ଘଟଣା ଫଳରେ ତାଙ୍କ ବାଇକଟି ଭାଙ୍ଗିରୁଜି ଯାଇଛି ।

ସହର ଭିତରେ  ଅଳିଆ ବୁହା ଗାଡି ଗୁଡିକ  ଚଳାଚଳ କରୁଥିବାରୁ  ଡ୍ରାଇଭରମାନେ  ସତର୍କତା  ଅବଲମ୍ବନ କରି  ସହର ଭିତରେ ଗାଡି  ଚାଳନ କରିବାକୁ ଦାବି ହୋଇଛି।

   Related Posts