ରାଜ୍ୟ ସରକାରଙ୍କ ନୂଆ ତାଲିକା, କେଉଁ ଜୋନରେ କେଉଁ ଜିଲ୍ଲା ପଢନ୍ତୁ…

Published By : Prameya-News7 Bureau | May 03, 2020 IST

ଭୁବନେଶ୍ୱର, ୦୩|୦୫:   ରାଜ୍ୟ ସରକାର ପୁଣି ସମସ୍ତ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରିଛନ୍ତି । ଏବେ ରାଜ୍ୟର ୧୬ଟି ଜିଲ୍ଲା ଗ୍ରୀନ ଜୋନରେ ଥିବା ବେଳେ ଅରେଞ୍ଜ ଜୋନରେ ୧୦ଟି ଜିଲ୍ଲା ରହିଛି । ସେହିପରି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ସହ ରାଜଧାନୀ ଭୁବନେଶ୍ୱରକୁ ରେଡ୍ ଜୋନରେ ରଖାଯାଇଛି ।

କେଉଁ ଜୋନରେ କେଉଁ ଜିଲ୍ଲା

ରେଡ୍ ଜୋନ୍

ଭଦ୍ରକ

ବାଲେଶ୍ୱର

ଯାଜପୁର

ଭୁବନେଶ୍ୱର

ଅରେଞ୍ଜ୍ ଜୋନ୍

ଖୋର୍ଧା(ଭୁବନେଶ୍ୱର ବ୍ୟତୀତ)

କୋରାପୁଟ

ସୁନ୍ଦରଗଡ

କେନ୍ଦ୍ରାପଡା

କେଉଁଝର

ଦେଓଗଡ

ଝାରସୁଗୁଡା

ବଲାଙ୍ଗୀର

ଢେଙ୍କାନାଳ

କଳାହାଣ୍ଡି

ଗଞ୍ଜାମ

ଗ୍ରୀନ୍ ଜୋନ୍

ଅନୁଗୋଳ

ବୌଧ

ସମ୍ବଲପୁର

ବରଗଡ

ଗଜପତି

ଜଗତସିଂପୁର

କନ୍ଧମାଳ

ମାଲକାନଗିରି

ମୟୂରଭଞ୍ଜ

ନବରଙ୍ଗପୁର

ନୟାଗଡ

ନୂଆପଡା

ରାୟଗଡା

ସୋନପୁର

କଟକ

ପୁରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.