Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ICAI ଇଣ୍ଟରମିଡିଏଟ୍‌ ପରୀକ୍ଷାରେ ଓଡ଼ିଆ ଝିଅ ଟପ୍ପର

4/02/2020 at 1:59 PM

କଳାହାଣ୍ଡି୪|୨: ସର୍ବଭାରତୀୟସ୍ତରରେ ଚମକିଲେ ଓଡ଼ିଆ ଝିଅ । ICAI ଇଣ୍ଟରମିଡିଏଟ ପରୀକ୍ଷାରେ ଟପ୍ପର ହେଲେ କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ । ତାଙ୍କ ପିତା ସୁନୀଲ କୁମାର ଅଗ୍ରୱାଲ ଜୁନାଗଡ଼ର ଜଣେ ବ୍ୟବସାୟୀ  ଭାବେ କାମ କରନ୍ତି।

ସୁନୀଲଙ୍କ କହିବା ଅନୁସାରେ, ପରୀକ୍ଷା ପାଇଁ ତାଙ୍କ ଝିଅ ସାଇନା ୭ ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ। ଯେଉଁଥିପାଇଁ ଆଜି ସେ ସଫଳତା ହାସଲ କରିଛନ୍ତି। ସାଇନାଙ୍କର ଏହି ସଫଳତାକୁ ନେଇ ପୂରା ପରିବାର ଗର୍ବ ଅନୁଭବ କରୁଛି। ସାଇନା କେବଳ ପରିବାର ନୁହେଁ ବରଂ ଅଞ୍ଚଳବାସୀଙ୍କ ଗର୍ବ ଆଣିଦେଇଛନ୍ତି ବୋଲି ସ୍ଥାନୀୟଲୋକ କହିଛନ୍ତି । ନିଜ ପରିଶ୍ରମର ଫଳ ପାଇଥିବାରୁ ସାଇନା ମଧ୍ୟ ବେଶ୍ ଖୁସି ଜାହିର କରିଛନ୍ତି। ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସାଇନା ସୂଚନା ଦେଇଛନ୍ତି ।

   Related Posts