ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ୍, ସାଧାରଣ ଓ କୃଷି ବଜେଟ୍ ଅଲଗା ଅଲଗା ଉପସ୍ଥାପିତ ହେବ
27/06/2019 at 1:20 PM

ଭୁବନେଶ୍ବର ୨୭|୬ : ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ୍ ପ୍ରସ୍ତୁତ ପୂର୍ବରୁ ୩ହଜାର ମତାମତ ଆସିଥିଲା । ବିଭାଗ ଓ୍ବାରୀ ମତାମତକୁ ତର୍ଜମା କରାଯାଇ ବଜେଟ୍ ପ୍ରସ୍ତୁତ ହୋଇଛି । ସାଧାରଣ ଓ କୃଷି ବଜେଟ୍ ଅଲଗା ଅଲଗା ଉପସ୍ଥାପିତ ହେବ । ଏ ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021