Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଭଲ ଖବର : କୋଭିଡ୍ ପଜିଟିଭିଟି ହାରରେ ଦେଶର ୬ ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭିତରେ ଓଡିଶା, ଜାତୀୟ ହାର ଅପେକ୍ଷା ସ୍ଥିତି ବହୁତ ଭଲ

20/08/2020 at 6:46 PM

ଭୁବନେଶ୍ୱର, ୨୦|୦୮:   ଓଡିଶା କରୋନା ମୁକାବିଲା ଭଲ କରୁଛି । ରାଜ୍ୟରେ ଟେଷ୍ଟିଂ ହାର ଦେଶରେ ପ୍ରଥମ ରହିଛି । ସେହିପରି କରୋନା ପଜିଟିଭିଟି ହାର କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ୬ଟି ରାଜ୍ୟ ମଧ୍ୟରେ ରହିଛି । ପଜିଟିଭିଟୀ ହାର ହେଉଛି ମୋଟ୍ ଟେଷ୍ଟିଂରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ।  

ପଜିଟିଭିଟି ରେଟ୍ କମ୍ ଥିଲେ ଏହାକୁ ଭଲ ବୋଲି ବିବେଚନା କରାଯାଏ । ଅର୍ଥାତ ରାଜ୍ୟରେ ଅଧିକରୁ ଅଧିକ କରୋନା ଟେଷ୍ଟିଂ କରାଯାଉଛି । ଦୈନିକ ପ୍ରାୟ ୫୦ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ଏହି ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଅର୍ଥାତ ଯେଉଁ ପରିମାଣରେ ଟେଷ୍ଟିଂ ହେଉଛି ସେହି ଅନୁସାରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା କମ୍ ।

ଓଡିଶାରେ ପଜିଟିଭିଟି ହାର ୬ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠୁ ଢେର୍ ଆଗରେ ରହିଛି । ଜାତୀୟ ହାର ହେଉଛି ୮.୬୯ ପ୍ରତିଶତ ।

ଓଡିଶା ବଡବଡ ରାଜ୍ୟ ଯେପରିକି ତାମିଲନାଡୁ,  ବିହାର ଆସାମଠୁ ଭଲ ସ୍ଥିତିରେ ରହିଛି । ସେହିପରି କେରଳ, ଆସାମଠୁ ମଧ୍ୟ କରୋନା ମୁକାବିଲାରେ ଭଲ ପ୍ରଦର୍ଶନ କରିଛି ।

   Related Posts