Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଧାନସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା

7/02/2019 at 5:21 PM

ଭୁବନେଶ୍ବର ୭|୧: ବିଧାନସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପିତ । କାମଚଳା ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଗୃହରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଭିଭାଷଣ ।

ଜାତୀୟ ଆଭିବୃଦ୍ଧିଠାରୁ ଓଡିଶାର ଆଭିବୃଦ୍ଧି ହାର ଅଧିକ ।

୨୦୧୯-୨୦ରେ ରାଜ୍ୟର ଆଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି ।

ରାଜସ୍ବ ଆୟରେ ବୃଦ୍ଧି ହୋଇଛି ।

କୃଷକଙ୍କ ସ୍ବାର୍ଥ ପାଇଁ କାଳିଆ ଯୋଜନା ହୋଇଛି ।

କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀ ଉପକୃତ ହେବେ ।

ଆହାର ଯୋଜନାରେ ସୁଲଭ ମୂଲ୍ୟରେ ଦିଆଯାଉଛି ଖାଦ୍ୟ ।

ରାଜ୍ୟରେ ୧୩୫ରୁ ଅଧିକ ଆହାର କେନ୍ଦ୍ର ରହିଛି ।

ସାମାଜିକ ନିରାପତ୍ତା ବ୍ୟବସ୍ଥାରେ ୪୮ଲକ୍ଷ ପରିବାର ଉପକୃତ ହୋଇଛନ୍ତି ।

ମହିଳା ସଶକ୍ତିକରଣ ଉପରେ ଓଡିଶାର ଅଗ୍ରଣୀ ଭୂମିକା ରହିଛି ।

ଖୁବ୍ ଶୀଘ୍ର ଆଉ ୫ଟି ନୂଆ ଭେଷଜ କେନ୍ଦ୍ର ସ୍ଥାପନ ହେବ ।

୨୮ ଜିଲ୍ଲାରେ ୧୯୦ ଆଦର୍ଶ ବିଦ୍ୟାଳୟ ।

ହକି ବିଶ୍ବକପ୍ ଆୟୋଜନ ପାଇଁ ଓଡିଶା ବିଶ୍ବରେ ପ୍ରଶଂସିତ ।

ବିଜୁ କଲ୍ୟାଣ ଯୋଜନାରେ ୯- ହଜାର ଲାପଟପ୍ ବଣ୍ଟନ ।

ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ଲକ୍ଷ୍ୟ ।

   Related Posts