କର୍ଣ୍ଣାଟକରେ ବାଜିମାତ ପରେ ଓଡିଶା ବିଜେପି ଉତ୍ସାହିତ

Published By : Prameya-News7 Bureau | May 15, 2018 IST

କର୍ଣ୍ଣାଟକରେ ବାଜିମାତ ପରେ ଓଡିଶା ବିଜେପି ଉତ୍ସାହିତ... ରାଜ୍ୟ ନେତା କହିଲେ, ୧୯ ଓଡିଶା ହେବ ବିଜେଡି ମୁକ୍ତ... କର୍ଣ୍ଣାଟକ ପରାଜୟକୁ ସରକାରୀ ବିରୋଧୀ ହାୱା କହିଲା କଂଗ୍ରେସ... ଏପଟେ ବିଜେଡିର ଜବାବ, ୧୯ରେ ପୁଣି ଆମ ସରକାର...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.