ବଲାଙ୍ଗୀର ୨୯।୧୧: ବଲାଙ୍ଗୀର ଗାନ୍ଧିଷ୍ଟାଡିୟମ ଠାରେ ଆଜିଠୁ ଆରମ୍ଭ ହୋଇଛି କୁଚ ବିହାର ଷ୍ଟେଟ ମ୍ୟାଚ୍। ଚାରି ଦିନ ଧରି ଚାଲିବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ ଆଜି ପ୍ରଥମ ଦିନ ।
{"id":191554,"sizeSlug":"large"}ସୂଚନାଯୋଗ୍ୟ ଯେ, ଓଡିଶା ଓ ବରୋଦା ମଧ୍ୟରେ ଆଜି ପ୍ରଥମ ମ୍ୟାଚ। ପ୍ରଥମେ ଓଡିଶା ଓ ବରୋଦା ମଧ୍ୟରେ ହୋଇଥିଲା ଟସ୍। ଓଡିଶା ଟସ୍ ଜିତିବା ପରେ ବ୍ୟାଟିଂ କରିବା ପାଇଁ ନିସ୍ପତ୍ତି ନେଇଛି। ଭଲ ପାଗ ସହ ଗାନ୍ଧି ଷ୍ଟାଡିୟମ ର ପିଚ୍ ଭଲ ଥିବା ବେଳେ ଭଲ ସ୍କୋର ହେବ ବୋଲି ଦଳ ଆଶା ରଖିଛି । ବଲାଙ୍ଗୀର ଜିଲ୍ଲା ଏସପି ଏହାକୁ ଉଦଘାଟନ କରିଛନ୍ତି ।